Jump to content

ଶାର୍ବ୍ୱର

ଉଇକିଅଭିଧାନ‌ରୁ

ଶାର୍ବ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶର୍ବ୍ୱରୀ+ସମ୍ୱନ୍ଧାର୍ଥେ.ଅ)

[ସମ୍ପାଦନା]
୧. ରାତ୍ରୀସମ୍ୱନ୍ଧୀୟ — ୧. Relating to night.
୨. ରାତ୍ରିକାଳୀନ — ୨. Nocturnal; night.

ବିଶେଷ୍ୟ -

[ସମ୍ପାଦନା]

ଗାଢ଼ ଅନ୍ଧକାର — Deep darkness; utter darkness.