ଶାର୍ବ୍ୱରୀ
ଦେଖଣା
ଶାର୍ବ୍ୱରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ସ୍ତ୍ରୀ) (ଶାର୍ବ୍ୱର+ଈ) ରାତ୍ରୀ; ରଜନୀ — ୧. Night.
- ୨. ଲୋଧ୍ର (ହିନ୍ଦୀ - ଶ) —୨. Simplocus Racemosus.
- ୩. (ପୁଂ) (ଶାର୍ବ୍ୱର+ ଇନ୍ ୨୧: ମା. ୧ବ) ବୃହସ୍ପତିଙ୍କ ୬ମସ୍ୱତ୍ସର ମଧ୍ୟରୁ ୩୪ଶ ସମ୍ୱତ୍ସର (ହିନ୍ଦୀ - ଶ) —୩. Name of the ୩୪th out of the ୬୦ years of the cycle of the planet Jupiter.