Jump to content

ଶାଲଭ

ଉଇକିଅଭିଧାନ‌ରୁ

ଶାଲଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶଲଭ+ଅ)

[ସମ୍ପାଦନା]

ଶଲଭ ସମ୍ୱନ୍ଧୀୟ —Relating to Ṡalabha or moth.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପତଙ୍ଗ ଦୀପକୁ କୁଦିବା ଭଳି ବିନା ବିଚାରରେ କୌଣସି ଆପଦକୁ ଡେଇଁ ପଡ଼ିବା (ହିନ୍ଦୀ - ଶ) —Jumping into a danger without due consideration (like a moth Jumping into a light).