ଶାଲରା
ଏକପ୍ରକାର ବଡ଼ କଣ୍ଟା ଗଛ; ଶଲରା — A kind of thorny tree.
[ଦ୍ରଷ୍ଟବ୍ୟ —ଏଥିର କଣ୍ଟା ଟଭା କଣ୍ଟା ପରି କେଳି ଅଖାଦ୍ୟ , ପତ୍ରକୁ ବିସିର୍ପିଥିବା ଘାଆପେ ବାଟି ବୋଳିଲେ ଘାଆ ଭଲ ହୋଇଯାଏ ପତ୍ରର ବର୍ଣ୍ଣ ଧଳା କୋଳ ଅଅଁଳା କୋଳି ପରି ]