Jump to content

ଶାଲା

ଉଇକିଅଭିଧାନ‌ରୁ

ଶାଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାଳା (ଦେଖ) - —Ṡāḻā (See)

ବୈଦେଶିକ - ବିଶେଷ୍ୟ - (ହିନ୍ଦିରୁ ଓ ବଙ୍ଗଳାରୁ ଅନୁକୃତ. ସଂସ୍କୃତ - ଶ୍ୟାଳକ)

[ସମ୍ପାଦନା]

ଶଳା; ଶ୍ୟାଳକ —Wife's brother.

[ଦ୍ରଷ୍ଟବ୍ୟ —ଶଳା ଶଦ୍ଦର ଏହି ଆକାର ଗାଳିରେ ବ୍ୟବହୃତ ହୁଏ ସାଧାରଣତଃ ଆମ ଦେଶରେ ଦେଖାଯାଏ ଯେ ଶିକ୍ଷିତ ଓ ବଡ଼ ଲୋକେ ରାଗି ଗଲେ ହିନ୍ଦୀ ଭାଷାର ଆଶ୍ରୟ ନିଅନ୍ତି ]