Jump to content

ଶାଲାକ୍ୟ

ଉଇକିଅଭିଧାନ‌ରୁ

ଶାଲାକ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆୟୁର୍ବେଦୋକ୍ତ ଅଷ୍ଟବିଧ ତନ୍ତ୍ରର ଏକତମ, ଯହିଁରେ ଶିରୋରୋଗ, ନେତ୍ରରୋଗ, କର୍ଣ୍ଣରୋଗ, ମନ୍ୟା, ଭ୍ରୁ, ଶଙ୍ଖ, କଣ୍ଠ, ଜିହ୍ୱା, ଓଷ୍ଠାଧର, ମୁଖଗହ୍ୱର ପ୍ରଭୃତି ସ୍କନ୍ଧର ଉପରେ ଥିବା ଦେହାଂଶର ରୋଗମାନଙ୍କର ବିବରଣ ଓ ସେମାନଙ୍କ ପ୍ରତୀକାର କର୍ମ (ଯଥା—ଅଞ୍ଜନ, ନସ୍ୟ, ବର୍ତ୍ତୀ, ଅଭ୍ୟଙ୍ଗ, ମୁଖଗଣ୍ଡୂ ଷକ୍ରିୟା) ବର୍ଣ୍ଣିତ ହୋଇଅଛି — Title of a section of the Hindu medical science dealing with the diseases of the ear, head, eye, throat etc and their treatments.