Jump to content

ଶାଲାଣ ତୁଙ୍ଗ

ଉଇକିଅଭିଧାନ‌ରୁ

ଶାଲାଣ ତୁଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉତ୍କଳର ପ୍ରାଚୀନ ତୁଙ୍ଗବଂଶୀୟ ଜଣେ ରାଜା — A king of the Tuṅga dynasty of ancient Utkaḻa.

[ଦ୍ରଷ୍ଟବ୍ୟ —ଏହି ତୁଙ୍ଗ ରାଜାମାନେ ନିଜକୁ ଅଷ୍ଟାଦଶ ଗୋଣ୍ଡ୍ରମାଧିପତି ବୋଲି ଘୋଷଣା କରୁଥିଲେ ଏମାନେ ଯମଗର୍ଣ୍ଣ ମଣ୍ଡଳର ରାଜା ଥିଲେ ଏମାନଙ୍କ ଦାନପତ୍ରରେ ବର୍ଣ୍ଣିତ ଗ୍ରାମମାନ ବଣାଇ, କେନ୍ଦୁ ଝର, ପାଳଲହଡ଼ା ପ୍ରଭୃତି ରାଜ୍ୟରେ ଚିହ୍ନିତ ହୋଇଅଛି— ଶ୍ରୀମାନ୍ କେଦାରନାଥ ମହାପାତ୍ର ]