ଶାଲୁକ
ଦେଖଣା
ଶାଲୁକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଲୁକ
|
ସଂସ୍କୃତ - ବିଶେଷ୍ୟ - (ଶଳ୍ ଧାତୁ=ଗମନ କରିବା+କର୍ମଉକ;ଊକ)
[ସମ୍ପାଦନା]- ୧. କୁମୁଦ; କଇଁ —୧. Water lily.
- ୨. ପଦ୍ମକନ୍ଦ; ପଦ୍ମାଦିର ମୂଳ; ପଦ୍ମମୂଳ —୨. The tuberous root of lotus.
[ଦ୍ରଷ୍ଟବ୍ୟ — ବୈଦ୍ୟକ ଅନୁସାରେ ଏହା ମଧୁର ତିକ୍ତରସ, ମଳ ରୋଧକ, ଶୁତ୍ରବର୍ଦ୍ଧକ, କଫଜନକ ଓ ପିତ୍ତ ଶାନ୍ତିକର]