Jump to content

ଶାଲୂକ

ଉଇକିଅଭିଧାନ‌ରୁ

ଶାଲୂକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଳ୍ ଧାତୁ=ଗମନ କରିବା+କର୍ମଉକ;ଊକ)

[ସମ୍ପାଦନା]
୧. କୁମୁଦ; କଇଁ —୧. Water lily.
୨. ପଦ୍ମକନ୍ଦ; ପଦ୍ମାଦିର ମୂଳ; ପଦ୍ମମୂଳ —୨ The tuberous root of lotus.

[ଦ୍ରଷ୍ଟବ୍ୟ — ବୈଦ୍ୟକ ଅନୁସାରେ ଏହା ମଧୁର ତିକ୍ତରସ, ମଳ ରୋଧକ,ଶୁତ୍ରବର୍ଦ୍ଧକ, କଫଜନକ ଓ ପିତ୍ତ ଶାନ୍ତିକର]