ଶାଲ୍ୱ
ଦେଖଣା
ଶାଲ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶାଳ+ସଂଜ୍ଞାର୍ଥେ.ଚ)
[ସମ୍ପାଦନା]- ୧. ଉତ୍ତର ଭାରତସ୍ଥ ପ୍ରାଚୀନ ଦେଶ ବିଶେଷ; ମରୁ ଦେଶ —୧. Name of an ancient country in North India.
- ୨. (ନାମ) ପ୍ରାଚୀନ ସୌଭ ରାଜ୍ୟର ଅଧୀଶ୍ୱର —୨. Name of a king of the ancient Sā&uline;bha kingdom.
[ ଦ୍ର—ମହାଭାରତରେ କେଖାଅଛି ଯେ, କାଶୀରାଜଙ୍କ କନ୍ୟା ଅମା, ଅମ୍ୱିକା ଓ ଅମ୍ୱାଳିକାଙ୍କୁ ଭୀଷ୍ମ ହରଣ କରି ନେବା ସମୟରେ ଭୀଷ୍ମଙ୍କ ସଙ୍ଗେ ଶାଲ୍ୱଙ୍କର ଯୁଦ୍ଧ ହୋଇ ଥିଲା; ତହିଁରେ ଶାଳ୍ୱ ପରିସ୍ତ ହୋଇଥିଲେ କାଶୀରାଜଙ୍କ କନ୍ୟା ଅମ୍ ଶାଲ୍ୱଙ୍କୁ ବିବାହ କରିବାକୁ ପୂର୍ବରୁ ଇଚ୍ଛା କରି ଥିଲେ ଏହା ଜାଣିପାରି ଭୀଷ୍ମ ଅମ୍ୱାଙ୍କୁ ଏହାଙ୍କ ପାଖକୁ ପଠାଇଦେଲେ କିନ୍ତୁ ଏ ଅମ୍ୱାଙ୍କୁ ଗ୍ରହଣ କଲେ ନାହିଁ ଏ ଶିଶୁପାଳଙ୍କର ମିତ୍ର ଥିଲେ ଶ୍ରୀକୃଷ୍ଣ ଶିଶୁପାଳଙ୍କୁ ମାରିବାପରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଶାଲ୍ୱ ଦ୍ୱାରାକାକୁ ଅବରୋଧ କଳେ ଓ ଏହି ଯୁଦ୍ଧରେ ଏ ଶ୍ରୀକୃଷ୍ଣଙ୍କଦ୍ୱାରା ନିହତ ହେଲେ—(ହିନ୍ଦୀ - ଶ) ]