ଶାଲ୍ୱିକ
ଶାଲ୍ୱିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ପକ୍ଷୀ; କ୍ଷଦ୍ର ଚୂଡ଼ା (ହିନ୍ଦୀ - ଶ) A kind of bird.
ସ୍ନିଗଧ ଏବଂ ସଙ୍କୋଚକ କୌଣସି କୌଣସି ସ୍ଥଳରେ ଏହି ଅଠାର ଆଉ ଗୋଟିଏ ଆଶ୍ଚର୍ଯ୍ୟ ଗୁଣ ଶୁଣାଯାଏ ଏହି ଅଠା ଶୁଖିଗଲାରୁ ଚୂର୍ଣ୍ଣ କରି ଦୁଇ ଚାରି ରତି ପାନ ମସଲା ସହିତ ମିଶାଇ ଖାଇଲେ ପୁରୁଷର ସନ୍ତାନ ଉତ୍ପାଦନ ଶକ୍ତି ଅତ୍ୟନ୍ତ ବୃଦ୍ଧି ହୁଏ ମିଶ୍ରି ସରବତ୍ ସହିତ ଏହି ଅଠା ଦୁଇ ଏକ ରତି ମିଶାଇ ସ୍ତ୍ରୀଲୋକମାନେ ଚାରି ପାଞ୍ଚ ଦିନ ବ୍ୟବହାର କଲେ ସେମାନଙ୍କର ରଜର ଆଧିକ୍ୟ ଉପଶମିତ ହୁଏ
ଶମିଳା କାଠ—ଶିମିଳୀ ଗଛ ଅତି ପ୍ରକାଣ୍ଡ ସୁତରାଂ ଏହାର ତକ୍ତା ଅତ୍ୟନ୍ତ ପ୍ରଶସ୍ତ ହୁଏ କିନ୍ତୁ ଅଳ୍ପ ଦିନରେ ନଷ୍ଟ ହୋଇଯାଏ ବୋଲି ଲୋକେ ତେତେ ଆଗ୍ରହ ସହିତ ଏହାର ତକ୍ତା ବ୍ୟବହାର କରନ୍ତି ନାହିଁ ଯଦି ଚୂନ ପାଣିରେ ଏହାର ତକ୍ତାକୁ ବତୁରାଇ ଛାୟାରେ ଶୁଷ୍କ କରି ପରେ ଖଟ, କବାଟ, ଗବାକ୍ଷ ପ୍ରଭୃତି ପ୍ରସ୍ତୁତ କରାଯାଏ, ତେବେ ସେମାନେ ଦୀର୍ଘକାଳ ସ୍ଥାୟୀ ହୁଏ; ଊଈ ପୋକ ଲାଗି ଶୀଘ୍ର ନଷ୍ଟ ହୋଇପାରେ ନାହିଁ
ଶିମିଳୀ ମଞ୍ଜି—ଶିମିଳୀ ମଞ୍ଜିରୁ ଏକ ପ୍ରକାର ଈଷତ୍ ପୀତୂବର୍ଣ୍ଣ ତେଲ ପ୍ରସ୍ତୁତ ହୁଏ ଶିମିଳୀ ମଞ୍ଜିରୁ ତୈଳପ୍ରସ୍ତୁତ କରିବା ପ୍ରଥା ଏ ଦେଶରେ ନାହିଁ କିନ୍ତୁ ତୈଳ ପ୍ରସ୍ତୁତ କରି ପାରିଲେ ବେଶ୍ ଦୁଇ ପଇସରା ଲାଭ ହୋଇ ପାରନ୍ତା ଏ ଦେଶରେ ପ୍ରଚୁର ଶିମିଳୀ ଗଛ ଜନ୍ମିଥାଏ ଏହାର ମଞ୍ଜି ମଧ୍ୟ ଅଳ୍ପ ମୂଲ୍ୟରେ ସଂଗ୍ରହ କରାଯାଇ ପାରେ ତୈଳ ପ୍ରସ୍ତୁତ କରିବା କଠିନ ନୁହେଁ ଘଣାଦ୍ୱାରା ଯେପରି ଅନ୍ୟ ତୈଳ ପ୍ରସ୍ତୁତ ହୁଏ, ସେହିପରି କଲେ ହୋଇ ପାରେ]
- ୨. ପୁରାଣୋକ୍ତ ସପ୍ତଦ୍ୱୀପାନ୍ତଗର୍ତ ଦ୍ୱୀପବିଶେଷ — ୨. Name of the seven mythological islands of the earth.
[ଦ୍ରଷ୍ଟବ୍ୟ —ପୁରାଣ ଅନୁସାରେ ଏ ଦ୍ୱୀପର କ୍ଷେତ୍ରଫଳ ଦ୍ୱୀପର ଦ୍ୱିଗୁଣ ଏ ଦ୍ୱୀପରେ ଶିମିଳୀ ଗଛ ବହୁତ ଥିବା କଥିତ ଏହା ଇକ୍ଷୁରସ ସମୁଦ୍ର ପରିବେଷ୍ଟିତ ଏଥିରେ ଶ୍ୱେତ, ଲୋହିତ, ଜୀମୂତ, ହରିତ, ବୌଦ୍ୟୁତ, ମାନସ ଓ ସୁପ୍ରଭା ନାମକ ସାତଗୋଟି ବର୍ଷ ଅଛି ଓ ଏ ବର୍ଷମାନଙ୍କରେ ଯଥାକ୍ରମେ କୁମୁଦ, ଉତ୍ତମ, ବଳାହକ, ଦ୍ରୋଣ, କଙ୍କ, ମହିଷ ଓ କକୁଦ ନାମକକ ସାତ ପର୍ବତ ଓ ଯୋନୀ, ତୋୟା, ବିତୃଷ୍ଣା, ଚନ୍ଦ୍ରା ଶୁକ୍ଳା, ବିମୋଚନୀ ଓ ନିବୃତ୍ତ ନାମକ ସାତ ନଦୀ ଅଛି— (ହିନ୍ଦୀ - ଶ.)]
- ୩. ପୁରାଣୋକ୍ତ ନରକ ବିଶେଷ — ୩. Name of a part of the bell.
[ଦ୍ରଷ୍ଟବ୍ୟ —ଏଥିରେ ପାପୀଙ୍କ ଦେହକକୁ ଶିମିଳୀ ଗଛର କଣ୍ଟାରେ ଘଷି ଦଣ୍ଡ ଦିଆଯାଏ]
- ୪. ମୋଚରସ —୪. The gum of silk cotton tree.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶିମୁଳିପାଳ (ଦେଖ) - —୧. Ṡimuḻipaḻa. (See)
- ୨. ପର୍ବତ ବିଶେଷ —୨. Name of a mountain.
[ଉ— ଶାକୁଳୀ ଶଇଳୁଁ ତିନି ସ୍ଥାନେ ତିନି ତଟିନୀ ଝରେ— ରାଧାନାଥ. ଉଷା]