Jump to content

ଶାଳଗ୍ରାମୋଦକ

ଉଇକିଅଭିଧାନ‌ରୁ

ଶାଳଗ୍ରାମୋଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଜଳରେ ଶାଳଗ୍ରାମ ଶିଳାଙ୍କୁ ସ୍ନାନ କରା ଯାଇଥାଏ ସେହି ପବିତ୍ର ଜଳ — Sacred water in which a Ṡāḻagrāma has been washed

[ଦ୍ରଷ୍ଟବ୍ୟ —ଏହାକୁ ବିଷ୍ଣୁପାଦୋଦକ ରୂପେ ଭକ୍ତମାନେ ଗ୍ରହଣ କରନ୍ତି]