Jump to content

ଶାଳପର୍ଣ୍ଣୀ

ଉଇକିଅଭିଧାନ‌ରୁ

ଶାଳପର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

[ଶାଳପଣୀ (ନି)—ଦେଶଜ - ରୂପ]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ଶାଳ=ଶାଳ ବୃକ୍ଷର ପର୍ଣ୍ଣ=ପତ୍ର ପରି ପତ୍ର ଯାହାର, ଶାଳ+ପର୍ଣ୍ଣ+ଇନ୍)

[ସମ୍ପାଦନା]

ଶିମ୍ୱାଦି ବର୍ଗର ସିଧା ବନ୍ୟ କ୍ଷପ ବିଶେଷ —Desmodium Gangeticum; Hedysarum Gangeticum; waria Hamosa; Flamingia Paniculata: Flemingia Stricta.

[ଦ୍ରଷ୍ଟବ୍ୟ — ଏହାର ପତ୍ରର ମୂଳ ଗୋଲ ଓ ଦୀର୍ଘ ପତ୍ରର ତଳପାଖ ଲୋମଶ ଓ ଶାଳପତ୍ରର ଆକାର ବିଶିଷ୍ଟ; ଫୁଲ ଛୋଟ ଓ ବାଇଗଣୀ ଏକ ଜାତିର ଫୁଲ ଧଳା ଏହାର ଛୁଇଁରେ ୫୬: ଗୋଟି ମଞ୍ଜି ଥାଏ ଛୁଇଁ ଶୀତଦିନେ ପାଚେ ଏହା ବୈଦ୍ୟଶାସ୍ତ୍ରୋକ୍ତ ଦଶମୂଳପାଚନର ଗୋଟିଏ ଉପକରଣ

ଏହା ପୁଷ୍ଟିକର, ରସାୟନ, ତିକ୍ତମଧୁରରସ ଓ ଗୁରୁପାକ; ଏଦ୍ୱା ବମନ, ଜ୍ୱର, ଶ୍ୱାସ, ଅତିସାର, ଶୋଥ, ତ୍ରିଦୋଷ, କ୍ଷତ, କାସ ଓ କୃମି ରୋଗରେ ଉପକାରୀ ଏହା ଅଭାବରେ ପୃଶ୍ନିପର୍ଣ୍ଣା ବ୍ୟବହାର କରିବାର ଉପଦେଶ ଅଛି]