ଶାଳଭଞ୍ଜୀ
ଦେଖଣା
ଶାଳଭଞ୍ଜୀ
ଉଚ୍ଚାରଣ
[ସମ୍ପାଦନା](ଶାଳଭଞ୍ଜିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଶାଳ=ଶାଳ କାଠ+ଭନଜ୍ ଧାତୁ+ସଂପ୍ରଦାନ ଇ;+ଈ; ଯହା ପାଇଁ ଶାଳକାଠରୁ ତାଞ୍ଛନ୍ତି)
[ସମ୍ପାଦନା]- ୧. କାଷ୍ଠ ପୁତ୍ତଳିକା; କାଷ୍ଠଖୋଦିତ ମୂର୍ତ୍ତୃ; ପୁଅପୀଢ଼ା —୧. A wooden doll.
- ୨. (+କର୍ତ୍ତୃ. ଅ; +ଈ) ଗଣିକା; ବେଶ୍ୟା —୨. Prostitute; harlot.
- ୩. (+ ଅଧିକରଣ. ଅ;+ଇ) କ୍ରିଡ଼ାବିଶେଷ —୩. A kind of game.