Jump to content

ଶାଳାକ

ଉଇକିଅଭିଧାନ‌ରୁ

ଶାଳାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଳାକା+ଅ)

[ସମ୍ପାଦନା]
୧. ଚିକିତ୍ସାରେ ବ୍ୟବହୃତ ଅସ୍ତ୍ର — ୧. Surgical instument.
୨. ଲଟା; ଜଙ୍ଗଲ (ହିନ୍ଦୀ - ଶ) —୨. Jungle.
୩. ଜଙ୍ଗଲ ଜାଳି ଉତ୍ପାଦନ କରାଯିବା ଅଗ୍ନି (ହିନ୍ଦୀ - ଶ) —୩. Fire produced by setting fire to a jungle.