Jump to content

ଶାଳାକୀ

ଉଇକିଅଭିଧାନ‌ରୁ

ଶାଳାକୀ

ଉଚ୍ଚାରଣ

[ସମ୍ପାଦନା]
(ଶାଳାକିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶାଳାକ+ଇନ୍)

[ସମ୍ପାଦନା]
୧. ଅସ୍ତ୍ରଚିକିତ୍ସକ —୧. A surgeon.
୨. ଭଣ୍ଡାରୀ —୨. A barber.
୩. ଭଲ୍ଲଧାରୀ ବ୍ୟକ୍ତି —୩. A person carrying a Javelin.