Jump to content

ଶାଳାର

ଉଇକିଅଭିଧାନ‌ରୁ

ଶାଳାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଳା=ଗୃହ+ରୁ. ଧାତୁ=ଗମନ କରିବା+ କରଣ. ଅ)

[ସମ୍ପାଦନା]
୧. ହସ୍ତୀର ନଖ —୧. The nails of an elephant.
୨. ନିଶୁଣି; ସିଡ଼ି —୨. Stairca e.g. ladder.
୩. ପକ୍ଷୀର ପିଞ୍ଜରା —୩. Bird's cage.
୪. କାନ୍ଥରେ ଲଗାଯିବା ଖୁଣ୍ଟି (ହିନ୍ଦୀ - ଶ) — ୪. Pillar attached to a wall.