ଶାଳିଆ ପତନି
ଦେଖଣା
ଶାଳିଆ ପତନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଳିଆ ପତନି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାଳି; ଶାଳାବୃକ)
[ସମ୍ପାଦନା]ଗନ୍ଧାମାର୍ଜାର; ଗନ୍ଧନକୁଳ; ଖଟ୍ଟାଶ — The civet cat; Viverra Gunda; Yiverricula Malaccennensis.
[ଦ୍ରଷ୍ଟବ୍ୟ —ଏହାର ଦେହରୁ କସ୍ତୂରିପରି ଏକପ୍ରକାର ମୃଦୁମଧୁର ଗନ୍ଧ ବାହାରେ ଓ ଏହାର ଅଣ୍ଡକୋଷକୁ କାଟିକରି ଲେପ ଦେଲେ ତାହା ଉପଶାନ୍ତି ହୁଏ ଏମାନେ ଓଧଜାତୀୟ କିନ୍ତୁ ବିରାଡ଼ିଠାରୁ ବଡ଼; ଲୋମ କୃଷ୍ଣ ଓ ପାଣ୍ଡୁର; ମୁହଁ କୋକି ପରି ଗୋଜା; ଲାଞ୍ଜ ୧୪: ହାତ ପର୍ଯ୍ୟନ୍ତ ଲମ୍ୱ ଲାଞ୍ଜରେ ଧଳା କଳା ପଟି ବା ଶଙ୍ଖାମୁଠିଆ ଚିହ୍ନ ଥାଏ ଏମାନେ ଫଳ ମୂଳ ଖାଆନ୍ତି
ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବୀର୍ଯ୍ୟବର୍ଦ୍ଧକ, ଚକ୍ଷୁ— ହିତକର ଏହା କଫ, ବାୟୁ, କଣ୍ଡୁ, କୁଷ୍ଠ, ଘର୍ମ ଓ ଶରୀରର ଦୁର୍ଗନ୍ଧନାଶକ]