Jump to content

ଶାଳିକା

ଉଇକିଅଭିଧାନ‌ରୁ

ଶାଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଳା+କ+ଆ)

[ସମ୍ପାଦନା]
୧. ଆଧାର —୧. Receptacle.
୨. ସାରୀପକ୍ଷୀ —୨. The myna bird.
୩. ବିଦାରୀକନ୍ଦ; ଦେଶୀ ଅଳୁ — ୩. Yam.
୪. ଶାଳପର୍ଣ୍ଣୀ (ହିନ୍ଦୀ - ଶ) —୪. Ṡāḻaparṇṇī (See)
୫. ଗୃହ, ଆବାସ (ହିନ୍ଦୀ - ଶ) — ୫. Abode ; residence.