Jump to content

ଶାଳିନୀ

ଉଇକିଅଭିଧାନ‌ରୁ

ଶାଳିନୀ

ଉଚ୍ଚାରଣ

[ସମ୍ପାଦନା]
(ଶାଳୀ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ, ଯଥା—ସୈନ୍ଦର୍ଯ୍ୟଶାଳିନୀ

[ସମ୍ପାଦନା]

ଯୁକ୍ତା; ବିଶିଷ୍ଟ — (feminine) A suffix added to another word to denote 'having'

=== ବି—

ବିଶେଷ୍ୟ -(ଶାଳିନ୍+ଈ) ===

ଏକାଦଶାକ୍ଷର ଛନ୍ଦୋବିଶେଷ — Name of a metre of ୧୧ syllabes.

[ ଦ୍ର—ଏଥିରେ ଯଥାକ୍ରମେ ଏକ ଯଗଣ, ଦୁଇ ତଗଣ ଓ ଓ ଶଷେରେ ଦୁଇ ଗରୁ ବର୍ଣ୍ଣ ଥାଏ ଏଥିର ଚରଣର ୪ର୍ଥ ଓ ୧୧: ଅକ୍ଷରରେ ବିରାମ ହୁଏ; ୬ଷ୍ଠ ଏ ନବମ ବର୍ଣ୍ଣ ଲଘୁ ଓ ଅନ୍ୟ ସବୁ ବର୍ଣ୍ଣଗରୁ]