ଶାଳିବାହନ
ଦେଖଣା
ଶାଳିବାହନ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ଶାଳ=ସିଂହ+ବାହନ ଯାହାର;)
ସିଂହରୁପୀ ଗୋଟିଏ ଯକ୍ଷକୁ ଏ ବଶୀଭୂତ କରି ତାକୁ ବାହନରୂପ ବ୍ୟବହାର କରୁଥିବାର କିମ୍ୱଦନ୍ତ ଥିବାରୁ ଏହି ନାମ) —ଶକାଦ୍ଦପ୍ରବର୍ତ୍ତକ ନୃପବିଶେଷ —Name of a king who introduced 'Ṡakābda' era into India.
[ଦ୍ରଷ୍ଟବ୍ୟ —ଶକ ଓ ଶକାଦ୍ଦ ତଳେ ନୋଟ ଦେଖ ଶକାଦ୍ଦ ୧୮୪୮: =ଇଂରାଜ୍ୟାଦ୍ଦ ୧୯୨୬: —୨୭: =ଦିଲ୍ଲୀଶ୍ୱରାଦ୍ଦ ୧୩୩୩: —୩୪; ଶକାଦ୍ଦ ଇଂରାଜ୍ୟାଦ୍ଦଠାରୁ ୭୮: ବର୍ଷ କମ୍ ]