ଶାଳି ଶକ୍ତୁ
ଶାରଦ ଧାନର ଚାଉଳଭଜାର ଚୂନା — Winter rice fried and powdered,
[ ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଧୁରରସ, ଶୀତବୀର୍ଯ୍ୟ, ଲଘୁପାକ, ମଳରୋଧକ ଏହା ତଷ୍ଣା, ବମନ, ଜ୍ୱର ଓ ରକ୍ତ— ପିତ୍ତ ପକ୍ଷରେ ଉପକାରକ ]