Jump to content

ଶାଳି ହୋତ୍ର

ଉଇକିଅଭିଧାନ‌ରୁ

ଶାଳି ହୋତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଳି=ଧାନ୍ୟ+ହୋତ୍ର=ହୋମ)

[ସମ୍ପାଦନା]
୧. ଅଶ୍ୱ; ଘୋଟକ —୧. The horse.
୨. ନକୁଳକୃତ ଅଶ୍ୱଶାସ୍ତ୍ରବିଶେଷ —୨. The title of a treatise on horses by Nakuḻa.
୩. ଭୋଜରାଜକୃତ ଅଶ୍ୱବୈଦ୍ୟକ ଗ୍ରନ୍ଥ —୩. Title of a treatise on horses and cure of horse-deseases by Bhojarājā.
୪. ଗୋତ୍ରପ୍ରବର୍ତ୍ତକ ମୁନିବିଶେଷ — ୪. Name of a sage.