ଶାଳୀନ
ଦେଖଣା
ଶାଳୀନ
ଉଚ୍ଚାରଣ
[ସମ୍ପାଦନା](ଶାଳୀନା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ—(ଶାଳା=ହୃହଁ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ)
- ୧. ବିନୀତ ୧. Humble.
- ୨. ଭଦ୍ର; ନମ୍ର — ୨. Gentle.
- ୩. ଲଜ୍ଜାଶୀଳ; ସଲଜ୍ଜ —୩. Coy; modest.
- ୪. ତୁଲ୍ୟ; ସଦୃଶ୍ୟ —୪. Similar;
- ୫. ଶାଳା ସମ୍ୱନ୍ଧୀୟ —୫. Relating to house.
- ୬. ଧନବାନ୍ (ହିନ୍ଦୀ - ଶ) —୬. Rich
- ୭. ଦକ୍ଷ; ଚତୁର (ହିନ୍ଦୀ - ଶ) —୭. Clever; skilful
ସଂସ୍କୃତ - ବି—(ଶାଳି+ଇନ)
[ସମ୍ପାଦନା]ଉତ୍କୃଷ୍ଟ ଧାନ୍ୟ (ବିଶ୍ୱକୋଷ) — Excellent paddy.