Jump to content

ଶାଳୀନତା

ଉଇକିଅଭିଧାନ‌ରୁ

ଶାଳୀନତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶଳୀନ+ଭାବେ.ତା;ତ୍ୱ)

[ସମ୍ପାଦନା]
୧. ନମ୍ରତା; ଭଦ୍ରତା —୧. Gentleness; humbleness
୨. ଲଜ୍ଜାଶୀଳତା —୨. Modesty.