Jump to content

ଶାଳେୟ

ଉଇକିଅଭିଧାନ‌ରୁ

ଶାଳେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶାଳି=ଧାନ୍ୟ+ଉତ୍ପାଦକାର୍ଥେ ଏୟ)

[ସମ୍ପାଦନା]
୧. ଯେଉଁ କ୍ଷେତ୍ରରେ ଶାରଦ ଧାନ ଜନ୍ମେ —୧. A field growing winter paddy.
୨. ଶାରଦ ଧାନ ଜନ୍ମାଇବାର ଉପଯୁକ୍ତ ଭୂମି —୨. A field fit for growing winter paddy.
୩. ଶତପୁଷ୍ପା; ଶଉପ —୩. Dill seed.
୪. ମଧୁରିକା; ପାନମହୁରି — ୪. Aniseed.
୫. ବାଳମୂଳକ (ବିଶ୍ୱକୋଷ) — ୫. Young radish.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ଶାଳ+ ଏୟ) ଶାଳ ବୃକ୍ଷ ସମ୍ୱନ୍ଧୀୟ —୧. Relating to Ṡāḻā tree.
୨. (ଶାଳା+ଏୟ) ଶାଳା ସମ୍ୱନ୍ଧୀୟ — ୨. Relating to Ṡaḻa.