Jump to content

ଶାଳ୍ମଳୀ କନ୍ଦ

ଉଇକିଅଭିଧାନ‌ରୁ

ଶାଳ୍ମଳୀ କନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାଳ୍ମଳି ଗଛର ମଳ —The esculent root of silk cotton tree used in medicine.

[ଦ୍ରଷ୍ଟବ୍ୟ —ଏହା ଔଷଧରେ ଲାଗେ ମହାରାଷ୍ଟ୍ର ଦେଶରେ, ଏହା ଶମୂରୀକନ୍ଦ ବୋଲାଯାଏ ଏହା ମଦୁର ରସ, ଶୀତଳ, ମଳଭେଦକ; ପିତ୍ତ, ଦାହ, ସନ୍ତାପ ଓ ଶୋଥ ରୋଗର ଉପଶମକାରକ]