Jump to content

ଶାଳ ଘର

ଉଇକିଅଭିଧାନ‌ରୁ

ଶାଳ ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କମାର, ଥଟାରୀ, ବଢେଇ ଆଦି ଶଳ୍ପୀଙ୍କ କର୍ମଗୃହ —୧. The workshop of a brazier, carpenter or other artisan.
୨. ଯେଉଁ ଘରେ ଦୋରୁଅରୁ ଗୁଡ଼ ରନ୍ଧା ହୁଏ — ୨. A shed where cane juice is boiled to be made into molasses.