ଶାଳ ବାନ୍ଧିବା
ଦେଖଣା
ଶାଳ ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଳ ବାନ୍ଧିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଶେଣାରେ ପାଣି ଉଠାଇବା ପାଇଁ ଶାଳ ପ୍ରସ୍ତୁତ କରିବା —To dig a reservoir or pit on the shore of a tank for baling out water from it.
[ଉ— ମେରୁକୁ ଲଗାଇ ଶାଳ ବାନ୍ଧିଲା—ପ୍ରାଚୀ ପରଚେଗୀତା ]