ଶାଶୁ ଓଳଗା
ଦେଖଣା
ଶାଶୁ ଓଳଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାଶୁ ଓଳଗା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନବବଧୂର ପ୍ରଥମେ ଶାଶୁଘରକୁ ଯିବା ଉପଲକ୍ଷେ ଶାଶୁଙ୍କୁ ଭେଟିବା ପାଇଁ ସଙ୍ଗରେ ନେଇଥିବା ଶାଢ଼ — A cloth taken by a bride with her for her mother-in-law on the occasion of her making obeisence on her first visit to her husband's house after puberty.