Jump to content

ଶାଶ୍ୱତ

ଉଇକିଅଭିଧାନ‌ରୁ

ଶାଶ୍ୱତ

ଉଚ୍ଚାରଣ

[ସମ୍ପାଦନା]

(ଶାଶ୍ୱତି—ଅନ୍ୟରୂପ—ପ୍ରକୃତିବାଦ)

(ଶାଶ୍ୱତୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶଶ୍ୱତ୍=ସର୍ବଦା+ଭବ ଅର୍ଥରେ ଅ)

[ସମ୍ପାଦନା]

ନିତ୍ୟା; ସନାତନ; ଚିରସ୍ଥାୟୀ —External; perpetual; existing for eternity.

[ଦ୍ରଷ୍ଟବ୍ୟ —ଏହା ଈଶ୍ୱରଙ୍କର ବିଶେଷଣରୂପେ ମଧ୍ୟ ବ୍ୟବହୃତ ହୁଏ]

ବିଶେଷ୍ୟ -

[ସମ୍ପାଦନା]
୧. ଭଗବାନ୍; ଈଶ୍ୱର — ୧. God.
୨. ବେଦବ୍ୟାସ ମୁନି —୨. Sage Bedabyāsa.
୩. ଶିବ —୩. Ṡiba.
୪. ସ୍ୱର୍ଗ (ହିନ୍ଦୀ - ଶ) —୪. Heaven.
୫. ଅନ୍ତରୀକ୍ଷ (ହିନ୍ଦୀ - ଶ.) — ୫. The sky; the heavens.