Jump to content

ଶାଷ୍କୁଳ

ଉଇକିଅଭିଧାନ‌ରୁ

ଶାଷ୍କୁଳ

ଉଚ୍ଚାରଣ

[ସମ୍ପାଦନା]
(ଶାଷ୍କ୍ମଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୁଷ୍କୁଳୀ=ମାଂସ+ଭକ୍ଷଣାର୍ଥେ ଅ; ନିପାତନ)

[ସମ୍ପାଦନା]
୧. ମାଂସାହାରୀ (ହିନ୍ଦୀ - ଶ.) —୧. Meat-eating; carnivorous.
୨. ମତ୍ସ୍ୟ ବା ମାଂସାହାରୀ — ୨. Eating flesh or fish (Apte).