Jump to content

ଶାସନାଧୀନ

ଉଇକିଅଭିଧାନ‌ରୁ

ଶାସନାଧୀନ

ଉଚ୍ଚାରଣ

[ସମ୍ପାଦନା]
(ଶାସନାଧୀନା—ସ୍ତ୍ରୀ) 

(ଶାସନାଧୀନତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]
୧. ଶାସନର ବଶୀଭୂତ — ୧. Subject to rule or order.
୨. ଆଜ୍ଞାର ବଶବର୍ତ୍ତୀ; ଆଜ୍ଞାବହ —୨. Obedient.
୩. ଅଧିକାରଭୁକ୍ତ —୩. Brought under control.