ଶାସନୀ
ଦେଖଣା
ଶାସନୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲୋକଙ୍କୁ ଧର୍ମ ଉପଦେଶ ପ୍ରଦାନକାରିଣୀ ସ୍ତ୍ରୀ (ହିନ୍ଦୀ - ଶ) —୧. A religious female preacher.
ଦେଶଜ - ବିଶେଷଣ - (ସଂସ୍କୃତ - ଶାସନ)
[ସମ୍ପାଦନା]ଦାନୁଆ ବ୍ରାହ୍ମଣ; ବ୍ରାହ୍ମଣଶାସନବାସୀ— କୁଳୀନ ବ୍ରାହ୍ମଣ —A high class Brāhmaṇa resident of a Brahman village.
[ଦ୍ରଷ୍ଟବ୍ୟ — ପୂର୍ବେ ରାଜାମେନ ଯେଉଁ ବ୍ରାହ୍ମଣମାନଙ୍କୁ ଦେଶାନ୍ତରରୁ ଆଣି ଭୂମି ଦାନ ଦେଇ ଏ ଦେଶରେ ବ୍ରାହ୍ମଣ ଶାସନ ବସାଇ ରଖାଇ ଥିଲେ, ସେମାନେ ଏଠାର ପୂର୍ବ ଅଧିବାସୀ ବ୍ରାହ୍ମଣଙ୍କ ଅପେକ୍ଷା ଉଚ୍ଚତର ବିବେଚିତ ହେଉ ଥିବାରୁ ସେହିମାନଙ୍କ ବଂଶଧରମାନେ 'ଶାସନୀ' ବ୍ରାହ୍ମଣ ବୋଲି ପରିଚିତ ଆଦିମ ବ୍ରାହ୍ମଣମାନେ ପଣ୍ଡା, ପନିଅରୀ,
ମ଼ଢ଼ିଆ ଆଦି ନାମରେ ଓ ସମ୍ୱଲପୁର ଅଞ୍ଚଳରେ ଅରଣ୍ୟକ (ଝାଡ଼ୁଆ) ବ୍ରାହ୍ମଣରୂପେ ପରିଚିତ]