Jump to content

ଶାସନୀୟ

ଉଇକିଅଭିଧାନ‌ରୁ

ଶାସନୀୟ

ଉଚ୍ଚାରଣ

[ସମ୍ପାଦନା]
(ଶାସନୀୟା—ସ୍ତ୍ରୀ) 

ସଂସ୍କୃତ - ବିଣ—(ଶାସ ଧାତୁ+କର୍ମ ଅନୀୟ)

[ସମ୍ପାଦନା]
୧. ଯାହାକୁ ଶାସନ କରାଯାଇପାରେ; ଶାସ୍ୟ; ଦମ୍ୟ —୧. Corrigible.
୨. ଶାସନ କରିବାର ଯୋଗ୍ୟ — ୨. Fit to be ruled; controllable.
୩. ଦଣ୍ଡ —୩. Punishable; fit to be punished.
୪. ଶିକ୍ଷଣୀୟ —୪. Teachable.