Jump to content

ଶାସନ ପତ୍ର

ଉଇକିଅଭିଧାନ‌ରୁ

ଶାସନ ପତ୍ର

ଉଚ୍ଚାରଣ

[ସମ୍ପାଦନା]

(ଶାସନ ପତ୍ରିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଜ୍ଞାପତ୍ରିକା; ଲିଖିତ ଆଜ୍ଞା; ହୁକୁମନାମା — ୧. Written order.
୨. ରାଜାଜ୍ଞ ଲିପିବଦ୍ଧ ହୋଇଥିବା ଧାତୁପତ୍ର ବା ଶିଳା —୨. Metal plate or stone on which royal or edicts are engraved.