ଶାସନ ମହାଜନ କୋଠ
ଦେଖଣା
ଶାସନ ମହାଜନ କୋଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାସନ ମହାଜନ କୋଠ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମଣ ଶାସନବାସୀ ସ୍ୱତ୍ୱାଧିକାରୀ ସମସ୍ତ ବ୍ରାହ୍ମଣଙ୍କର ଇଜ୍ ମାଲି ସମ୍ପତ୍ତି —J̄oint property of the whole body of proprietor-Brahmans of a village community.
[ଦ୍ରଷ୍ଟବ୍ୟ — ଗ୍ରାମର ଦେବତା, ଦେଉଳ ଦେବତାଙ୍କ ଖଞ୍ଜା ଭୂମି, ଗ୍ରାମର ଅନାବାଦୀ, ପୁଷ୍କରିଣୀ ଓ ତହିଁର ଲଭ୍ୟ ବସ୍ତୁମାନ ଶାସନ ମହାଜନ କୋଠ ଅଟେ]