ଶାସିତ
ଦେଖଣା
ଶାସିତ
ଉଚ୍ଚାରଣ
[ସମ୍ପାଦନା](ଶାସିତା—ସ୍ତ୍ରୀ)
ସଂସ୍କୃତ - ବିଣ—(ଶାସ ଧାତୁ ଣିଚ+କର୍ମ ତ)
[ସମ୍ପାଦନା]- ୧. ଦଣ୍ଡିତ — ୧. Punished.
- ୨. ଦମିତ —୨. Checked; controlled.
- ୩. ଶିକ୍ଷିତ —୩. Taught.
- ୪. ପାଳିତ (ରାଜ୍ୟ) —୪. Administred; ruled over; governed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଜା (ହିନ୍ଦୀ - ଶ) — ୧. Subject of a king.
- ୨. ନିଗ୍ରହ; ସଂଯମ (ହିନ୍ଦୀ - ଶ) —୨. Controlling; ristraint.