Jump to content

ଶାସିତା

ଉଇକିଅଭିଧାନ‌ରୁ

ଶାସିତା

ଉଚ୍ଚାରଣ

[ସମ୍ପାଦନା]
(ଶାସିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶାସିତୃ ଶବ୍ଦ, ୧ମା;୧ବ; ଶାସ୍ ଧାତୁ+କର୍ତ୍ତୃ ତୃ)

[ସମ୍ପାଦନା]
୧. ରାଜା —୧. King.
୨. ଶାସକ; ଶାସନ କର୍ତ୍ତା —୨. Ruler.
୩. ଦମନ କର୍ତ୍ତା — ୩. Controller.
୪. ଶିକ୍ଷକ —୪. Preceptor-teacher.
୫. ଉପଦେଶକ —୫. Advisor.
୬. ଦଣ୍ଡ ଦେବାବାଲା ବ୍ୟକ୍ତି — ୬. Punisher.