Jump to content

ଶାସିବା

ଉଇକିଅଭିଧାନ‌ରୁ

ଶାସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଶାସ ଧାତୁ)

[ସମ୍ପାଦନା]
୧. ଶାସନ କରିବା —୧. To rule.

[ଉ—ନତୁ ଶକ୍ତିବାର ଶାସିବ ବେତାଳ ଦୂଷ୍ଟେ, ଚିନ୍ତାମଣି—ବିକ୍ରମାଦିତ୍ୟ]

୨. ଗାଳି ଦେବା — ୨. To reprimend.