ଶାସ୍ତା
ଦେଖଣା
ଶାସ୍ତା
ଉଚ୍ଚାରଣ
[ସମ୍ପାଦନା](ଶାସ୍ତ୍ରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଲିଙ୍ଗ - (ଶାସ୍ତୃ ଶବ୍ଦ; ୧ମା. ୧ବ; ଶାସ ଧାତୁ+କର୍ତ୍ତୃ. ତୃ)
- ୧. ରାଜା —୧. King.
- ୨. ଶାସକ —୨. Ruler.
- ୩. ଶିକ୍ଷାଦାତା; ଉପାଧ୍ୟାୟ; ଗୁରୁ —୩. Preceptor; teacher.
- ୪. ପରିଚାଳକ —୪. A guide; controller.
- ୫. ଶାସ୍ତିଦାତା —୫. Punisher.
- ୬. ଶାକ୍ୟସିଂହ; ବୁଦ୍ଧଦେବ —୬. The Buddha.
- ୭. ପିତା (ହିନ୍ଦୀ - ଶ.) — ୭. Father.
ଧ୍ୱନି (ମାନକ ଓଡ଼ିଆ) (file)