Jump to content

ଶାସ୍ତି

ଉଇକିଅଭିଧାନ‌ରୁ

ଶାସ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶାସ୍ ଧାତୁ+ଭାବ ତି)

[ସମ୍ପାଦନା]
୧. ଶାସନ; ଦଣ୍ଡ; ନିଗ୍ରହ — ୧. Punishment; correction; chastisement.
୨. ନିୟମ; ବିଧାନ —୨. Rule; discipline.
୩. ଦମନ; ଶାସନ — ୩. Restraining; controlling.