Jump to content

ଶାସ୍ତ୍ରକୃତ୍

ଉଇକିଅଭିଧାନ‌ରୁ

ଶାସ୍ତ୍ରକୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶାସ୍ତ୍ର+କୃ ଧାତୁ+କର୍ତ୍ତୃ କ୍ୱିପ୍)

[ସମ୍ପାଦନା]
୧. ଶାସ୍ତ୍ରକର୍ତ୍ତା — ୧. Author of a sacred book.
୨. ଆଚାର୍ଯ୍ୟ —୨. Preceptor.
୩. ଋଷି; ମୁନି —୩. A sage.