Jump to content

ଶାସ୍ତ୍ରୀ

ଉଇକିଅଭିଧାନ‌ରୁ

ଶାସ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ପୁଂ—(ଶାସ୍ତ୍ର+ଇନ୍; ୧ମା. ୧ବ)

[ସମ୍ପାଦନା]

ଶାସ୍ତ୍ରଜ୍ଞ; ଶାସ୍ତ୍ରଦର୍ଶୀ — Versed in the sacred lore.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ପଣ୍ଡିତ —୧. A learned man; a Pandit.


୨. ବ୍ରାହ୍ମଣମାନଙ୍କ ବଂଶୋପାଧି —୨. A family-title of Brāhmaṇas.
୩. ପଣ୍ଡିତମାନଙ୍କର ସମ୍ମାନର୍ଥାକ ଉପାଧି ବିଶେଷ —୩. An honoary title bestowed on Pandits.
୪. ଧର୍ମ ଶାସ୍ତ୍ରାଦିରେ ପଣ୍ଡିତ —୪. A person learned in the sacred lore.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କେତେକ ବିଶ୍ୱ ବିଦ୍ୟାଳୟ ଓ ବିଦ୍ୟାପୀଠରେ (ଯଥା—ପାଟନା, କାଶୀରେ) ନିର୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପଣ୍ଡିତଙ୍କୁ ଦିଆଯିବା ଉପାଧି —A title bestowed on certain Pandits who pass the prescribed examination.