Jump to content

ଶାସ୍ତ୍ରୋପଦେଶ

ଉଇକିଅଭିଧାନ‌ରୁ

ଶାସ୍ତ୍ରୋପଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ମ. ପ. ଲୋ) ଶାସ୍ତ୍ର ନିର୍ଦ୍ଦିଷ୍ଟ ଉପଦେଶ ବା ନିୟମ —୧. Precepts or rules enjoined by the sacred book.
୨. (୭ମୀ ତତ୍) ଶାସ୍ତ୍ର ସମ୍ୱନ୍ଧେ ଶିକ୍ଷାଦାନ —୨. Instruction about the Ṡāstras.