Jump to content

ଶାସ୍ତ୍ର ଗଣ୍ଡ

ଉଇକିଅଭିଧାନ‌ରୁ

ଶାସ୍ତ୍ର ଗଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓ ବିଣ—(ଶାସ୍ତ୍ର+ଗଣ୍ଡ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ସକଳ ଶାସ୍ତ୍ରରୁ କିଛି କିଛି ଉପରଠାଉରିଆ ଭାବରେ ଜାଣେ —(a person) Who knows something superficially of every sacred bookk; a superficial scholar of the scriptures.