Jump to content

ଶାସ୍ତ୍ର ବଳ

ଉଇକିଅଭିଧାନ‌ରୁ

ଶାସ୍ତ୍ର ବଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ରୂପକ) ଶାସ୍ତ୍ରଜ୍ଞାନ ରୂପ ଶକ୍ତି — ୧. Power consisting of mastery over religious lore.
୨. (୬ଷ୍ଠୀ ତତ୍) ଶାସ୍ତ୍ରର ପ୍ରଭାବ —୨. The potency of the sacred books.
୩. (ମ. ପ. ଲୋ) ଶାସ୍ତ୍ରଜ୍ଞାନଜନିତ ଶକ୍ତି —୩. Power derived from kknowledge of the Sāstras.