ଶାହି ଜାତ
ଦେଖଣା
ଶାହି ଜାତ
ଉଚ୍ଚାରଣ
[ସମ୍ପାଦନା]ଶାହି କାତରା, ଶାହି ଜାତ୍ରାଅନ୍ୟରୂପ
ପ୍ରାଦେଶିକ - (ପୁରୀ ସହର) ବିଶେଷ୍ୟ -
[ସମ୍ପାଦନା]ଗୋସାଣୀ ଜାତ —The procession of taking the image of Goddess Durgā from different Ṡahis of Puri town during the Durga puja festival.
[ଦ୍ରଷ୍ଟବ୍ୟ —ପୁରୀ ସହରରେ ଦୂର୍ଗାପୂଜା ଦଶମୀ ସମୟରେ ପ୍ରତି ଶାହିରୁ ଦେବୀ ବା ଗୋସାଣୀ ପ୍ରତିମାମାନଙ୍କକୁ ଅନ୍ୟାନ୍ତ ଶାହିକୁ ନେଇଯିବା ଉପଲକ୍ଷରେ ଏହି ଶୋଭାଯାତ୍ରା ହୁଏ ଏଥିରେ ନାନା ପ୍ରତିମୂର୍ତ୍ତି, ନାଗା ଓ ମଲ୍ଲମାନେ କ୍ରୀଡ଼ା କରନ୍ତି ଓ ଯାତ୍ରାଦଳ ବେଳେ ବେଳେ ଅଶ୍ଳୀଳ ଗାନ ଓ ଭାଷା ବ୍ୟବାହାର କରନ୍ତି ପୁରୀ ସହରର ଦେଖାଦେଖି କ୍ରମେ କ୍ରମେ ପୁରୀ ଜିଲ୍ଲାର ମଫସଲ ଗ୍ରାମମାନଙ୍କରେ ଦୋଳଆଦି ଯାତ୍ରା ସମୟରେ ଶାହାଜାତ ବାହାରିବା ଦେଖା ଯାଉଅଛି]