Jump to content

ଶାୟକ

ଉଇକିଅଭିଧାନ‌ରୁ

ଶାୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ ଅକ)

[ସମ୍ପାଦନା]
୧. ବାଣ; ତୀର; ଶର —୧. Arrow.
୨. ଖଡ୍ଗ —୨. Sword.

[ଉ—ବିନ୍ଧେ କୋଟି କୋଟି ଶାୟକ ଶାୟକ ମସ୍ତକ ପରେ ବୁଲାଇ ଭଞ୍ଜ—ବୈଦେହୀଶବିଳାସ]