Jump to content

ଶାୟୀ

ଉଇକିଅଭିଧାନ‌ରୁ

ଶାୟୀ

ଉଚ୍ଚାରଣ

[ସମ୍ପାଦନା]
(ଶାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଶୀ ଧାତୁ+କର୍ତ୍ତୃ. ଇନ୍; ଅନ୍ୟ ଶବ୍ଦ ସଙ୍ଗେ ସମାସରେ ବ୍ୟବହୃତ,ଯଥା

[ସମ୍ପାଦନା]

ଜଳଶାୟୀ, କ୍ଷୀରୋଦାର୍ଣ୍ଣବ ଶାୟା)—ଯେ ଶୟନ କରେ —(In compound) Sleeping on.

[ଉ—ଦରୀଶାୟୀ ଭୋଗିଶ୍ୱାସେ ବିଷମୟ ରାଧାନାଥ—ଚିଲିକା]